ବୁଡ଼ିଲେ ବାବା ଆଖଣ୍ଡଳମଣି

0 209

ଆରଡ଼ି,୧୩/୯(ଏସଏସନିୟୁଜ) ଲଗାଣ ବର୍ଷାରେ ବୁଡିଲେ ବାବା ମଣି ।ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାବାଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ପାଣି।ବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି ନୀତିକାନ୍ତିରେ ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା ବିଳମ୍ବ ହୋଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ମୋଟର ଚାଳିତ ପମ୍ପ ଦ୍ୱାରା ଜଳନିଷ୍କାସନ କରାଯିବାକାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିଭଳିଭାବେ ଭୁବନେଶ୍ୱର ବୈତାଳ ମନ୍ଦିର, ଅଲାରନାଥ ମନ୍ଦିରରେ ଲଘୁଚାପଜନିତ ବର୍ଷା ଯୋଗୁ ପାଣି ପସିଥିବାର ଜଣାପଡିଛି ।

Leave A Reply

Your email address will not be published.