ବୁଲିଲା ସଡକସୁରକ୍ଷା ରଥ

0 232

ସାକ୍ଷୀଗୋପାଳ,୧୨/୧ (ଏସଏସନିଉଜ) ରବିବାରଦିନ ସାକ୍ଷୀଗୋପାଳରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ହୋଇଯାଇଛି ।ଏହିଉପଲକ୍ଷେ ଏକ ସଚେତନତା ରଥ ପରଭ୍ରମଣ କରିଥିଲା ।ପୁରୀ ଆରଟିଓ ଓ ସାକ୍ଷୀଗୋପାଳ ଗୁରୁକୁଳ ଆଥ୍ଲେଟିକ ପକ୍ଷରୁ ଶତାଧିକ ସ୍ୱେଛାସେବୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ସାକ୍ଷୀଗୋପାଳ ମନ୍ଦିରଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଯାଇଥିଲା । ଆରଟିଓ ସମିର ଦଳେଇ,ଜୁନିୟର ଏମଭିଆଇ ଶଙ୍କର ନାରାୟଣ ଚୈ÷ାଧୁରୀ,ଗୁରୁକୁଳ କୋଚ ବିଷ୍ନୁପ୍ରସାଦ ମିଶ୍ର,ଟ୍ରାଫିକ ଏସଆଇ ଶୁଶାନ୍ତକୁମାର ପାତ୍ର,ସତ୍ୟବାଦୀଥାନା ଏଏସଆଇ ବଟକିଶୋର ସାହୁ ପ୍ରମୁଖ ଶୋଭାଯାତ୍ରାର ଶୁଭାରମ୍ଭ କାଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି ଅବସରରେ ସଡକସୁରକ୍ଷା ରଥ ବଜାର ପରିକ୍ରମା କରିଥିଲା ।

Leave A Reply

Your email address will not be published.