ବୁଲୁଛି ବାଘ !

0 92

ସୁବର୍ଣପୁର,୨୫।୯(ଏସଏସନିଉଜ)ଉଲଣ୍ଡା ରେଞ୍ଜ ଚଢ଼େଇପଙ୍କ ମହାନଦୀ ଘାଟ ନିକଟରେ ଏକ କଲରା ପତାରିଆ ବାଘ ବୁଲୁଥିବାର ଜଣାପଡିଛି।ସ୍ଥାନୀୟ ଲୋକ ବାଘଟି ବୁଲୁଥିବାର ଦେଖି ବନବିଭାଗ କୁ ଖବର ଦେଇଥିଲେ।ବନବିଭାଗ ଖବର ପାଇ ଆସି ବାଘଟିର ଗତିବିଧି ଉପାରେ ଦୃଷ୍ଟି ଦେଇଛି ବାଘଟି ଗାଁ ଭିତରକୁ ନସିବା ପାଇଁ ଜଗିରହିଥିବାର ଜଣାପଡିଛି।ଅନ୍ୟପଟେ ବାଘର ପାଦଚିହ୍ନ କୁ ବନବିଭାଗ ଦେଖିଛି।ତେବେ ଏହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି

Leave A Reply

Your email address will not be published.