ବୁଲୁଛି ବାଘ

0 192

ବଲାଙ୍ଗୀର, ୨୭/୧(ଏସଏସନିଉଜ) ଗତ୪/୫ଦିନ ପର‌୍ୟ୍ୟଟନ କ୍ଷେତ୍ର ହରିଶଙ୍କରରେ ବାଘ ବୁଲୁଥିବାର ଜଣାପଡିଛି ।ବାଘଟି ବୁଲୁଥିବାର ସିସିଟିଭି ଫୁଟେଜରୁ ଜଣାପଡିଛି ।ସ୍ଥାନୀୟ ଲୋକମାନଙ୍କଠାରୁ ଜାଣିବାପରେ ବନବିଭାଗର ଏକ ଟିମ୍ ସଜାଗ ହୋଇ ରହି ବାଘ ଉପରେ ତିକ୍ଷ୍ନଣ ନର ରଖିଥିବାର ଜଣାପଡିଛି ।ବାଘକୁ ନେଇ ପାର୍କିଂସ୍ଥାନରେ ଥିବା ବ୍ୟବସାୟୀ ଓ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଥିବାର ଜଣାପଡିଛି । ଡିୟର ପାର୍କ ଭିତରେ ଥିବା ୧୭ଟି ସିସିଟିଭି ଭିଜୁଆଲ ଭିତରୁ ଗୋଟିଏ ସିସିଟିଭିରେ ବାଘର ଚିତ୍ର ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.