ବସ୍‌ ଭିତରେ ପଶିଲେ

ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିଲେ

ପୁରୀ,୭।୧୦(ଏସଏସନିଉଜ) କଣାସରେ ଜଘନ୍ୟ କାଣ୍ଡ ଘଟିଛି। ଜଣେ ଯୁବକଲକ୍ଷ୍ମୀ ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଛନ୍ତି।ଏହି ଘଟଣାରେ ୭ଜଣଙ୍କୁ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଘଟଣା ଘଟାଇ ଥିବା ଅଭିଯୁକ୍ତ ଏବେ ଗଡ଼ିଶାଗଦା ଥାନାରେ ରହିଛି। ଖବର ପାଇ କଣାସ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି।ଲକ୍ଷ୍ମୀବସଟି କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା। ବିନ୍ଧଣ ଛକ ନିକଟରେ ବସ୍‌ରେ ପଛ ସିଟ୍‌ରେ ବସିଥିବା ଯୁବକ ଜଣଙ୍କ ଉଠିଆସି ହଠାତ ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ଆକ୍ରମଣ କରିଥିଲା।

- Advertisement -

Leave A Reply

Your email address will not be published.