ବ୍ୟବସାୟୀଙ୍କୁ ବୋମାମାଡ଼

0 123

ଖୋର୍ଦ୍ଧା,୪।୨(ଏସଏସନିଉଜ) ବ୍ୟବସାୟୀଙ୍କୁ ବୋମାମାଡ଼ ହୋଇଛି।ବୋମାମାଡ଼ ଯୋଗୁ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lଜଟଣୀଥାନା କଣ୍ଟିଆଗାଁ ପାଣି ଫ୍ୟାକ୍ଟ୍ରି ନିକଟରେ ୬ଟି ବୋମା ଫିଙ୍ଗିଛନ୍ତି lପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଉଦ୍ଧାର କରିଛି ପୋଲିସ lବାଇକ୍‌ରେ ଆସି ୨ଜଣ ବୋମାମାଡ଼ କରି ପଳାଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.