ଚାଲିଗଲା ଦନ୍ତାହାତୀର ଜୀବନ

0 119

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତୁବରଣ କରିଛି lକେନ୍ଦୁଝର ଚମ୍ପୁଆ ବାମେବାରୀ ସେକ୍ସନରେ ଏହି ଘଟଣା ଘଟିଛିlବସନ୍ତପୁର ଗାଁରେ ବିଦ୍ୟୁତ ତାର ଲାଗି ହାତୀ ମୃତୁବରଣ କରିଛି l

Leave A Reply

Your email address will not be published.