କ୍ୟାମ୍ପ ଉପରେ ମାଡ଼ିଗଲା ଡମ୍ପର

0 136

ଭଦ୍ରକ,୧୩/୯(ଏସଏସନିଉଜ) NH- ୧୬ର ଭଣ୍ଡାରୀପୋଖରୀ ଶାରଦା ବିଦ୍ୟାମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। ଶ୍ରମିକଙ୍କ ଅସ୍ଥାୟୀ କ୍ୟାମ୍ପ ଉପରେ ମାଡ଼ିଯାଇଛି ଡମ୍ପର ।ବାଲି ବୋଝେଇ ଡମ୍ପର ମାଡ଼ିଯାଇ ଜଣେ ଶ୍ରମିକଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ଘଟିଛି।ଅସ୍ଥାୟୀ କ୍ୟାମ୍ପର ଅନ୍ୟ ଶ୍ରମିକ ଦୌଡି ପଳାଇଯାଇଥିବାରୁ ତାଙ୍କ ଜୀବନ ବଂଚିଯାଇଛି।

Leave A Reply

Your email address will not be published.