କ୍ୟାପିଟାଲ ହସ୍ପିଟାଲରେ ୩ କରୋନା ପଜିଟିଭ୍ ଚିହ୍ନଟ

0 175

ଭୁବନେଶ୍ୱର,୬/୧(ଏସ ଏସ ନିଉଜ) କ୍ୟାପିଟାଲ ହସ୍ପିଟାଲର ୩ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜଣାପଡିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ମ୍ୟାନେଜର ଅଛନ୍ତି। ଚିହ୍ନଟ ସମସ୍ତ କର୍ମଚାରୀଙ୍କୁ ସଂଗରୋଧରେ ରଖାଯାଇଥିବା କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.