ଆସିକା,୨୩।୧୧(ଏସଏସନିଉଜ) କାର୍ ଭିତରୁ କାର୍ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଛି।ହିଞ୍ଜିଳିଥାନା ସାଁପୁର ଗାଁରେ କାର ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ନିଜ କାର୍ ଭିତରେ କିଭଳି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ଜବତ କରି ହିଞ୍ଜିଳି ଥାନା ପୋଲିସର ତଦନ୍ତ ଜାରି ରଖିଛି।

Prev Post
Next Post