କାର ଉପରେ ଚଢିଲା ଟ୍ରକ- ୧ ମୃତ

0 455

ଭୁବନେଶ୍ୱର,୪/୪(ଏସଏସନିଉଜ) ଆଜି ପଳାଶୁଣୀ ରାସ୍ତାରେ ସିରିଜ୍‍ ଦୁର୍ଘଟଣା ଘଟିଛି ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କାର ଡ୍ରାଇଭର ଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିବାର ଜଣାପଡିଛି ।ପଳାଶୁଣି ଛକ ନିକଟରେ ବସ୍‍ ରହୁଥିବା ସ୍ଥାନରେ କାର ଉପରେ ହାଇୱା ଚଢିଯିବାରୁ ଡ୍ରାଇଭର ଜଣକ ଚାପି ହୋଇ ରହିଯାଇଥିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଟ୍ରକଟି କାର ସହ ଆହୁରି ୩ଟି ଗାଡିକୁ ମଧ୍ୟ ଧକ୍କା ଦେଇଥିବାରୁ ଏହି ଘଟଣାରେ ୩ ଜଣ ଗୁରୁତର ହୋଇଚିକିସ୍‌ାପାଇଁ ହସ୍ପିଟାଲରେ ଭର୍ତ୍ତି ହେଇଥିବାର ଜଣପଡିଛି ।

Leave A Reply

Your email address will not be published.