କାରରୁ ମିଳୀଲା ୧୦୪ କିଲୋ ଗଞ୍ଜେଇ

0 410

ମୋହନା, ୧୦/୩(ଏସଏସନିଉଜ) ଲୁଡ୍ରୁ ଛକଠାରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରୁ ମୋହନା ଥାନା ପୋଲିସ ୩ଟି ଜରି ବସ୍ତାରେ ପେକିଙ୍ଗ କରି ରଖାଯାଇଥିବା ୧୦୪ କିଲୋ ଗଞ୍ଜେଇ କୁ ଜବତ କରିଛି ।ଗୁରୁବାର ସକାଳେ ଓଆର୦୨ବିୟୁ ୬୮୧୯ନଂ ଏକ ଇଣ୍ଡିଗୋ କାର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇବାବେଳେ ଚାଳକ ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ କାରଟିକୁ ତଲାସିବା ସମୟରେ କାରରୁ ଗଞେଇ ପ୍ୟାକେଟ ପାଇଥିଲା ।

 

Leave A Reply

Your email address will not be published.