ଜଟଣୀରୁ ୧.୩୨ କୋଟିର ବ୍ରାଉନ ସୁଗାର ଜବତ ହେଲା

0 398

ଭୁବନେଶ୍ୱର,୧୦/୩(ଏସଏସନିଉଜ) ଜଟଣୀ ଅନ୍ତର୍ଗତ ରାଜାବଜାରରୁ ପ୍ରାୟ ୧.୩୨୦ କିଗ୍ରା ଡ୍ରଗ୍ସ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।କୈାଣସି ସୁତ୍ରରୁ ଚାଲଣ ହେଉଥିବାର ଖବର ପାଇଁ ଏସଟିଏଫ୍ ଅଚାନକ ଚଢଉ କରିଥିଲା ।ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ମଧ୍ୟ ଜବତ କରିଛି ।ଜବତ ହୋଇଥିବା ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।

Leave A Reply

Your email address will not be published.