ଚାଷୀ ସଂଗଠନ-କେନ୍ଦ୍ର ମଧ୍ୟରେ ଆଲୋଚନା ଶେଷ

0 349

ଭୁବନେଶ୍ବର,୩୦/୧୨(ସତ୍ୟସନ୍ଧାନ)ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଧାରଣା କେନ୍ଦ୍ର ସରକାରଙ୍କ ପାଇ କିନତର କାରଣ ପାଲଟିଛି ,ଚାଷୀ ସଂଗଠନ ତାଙ୍କ ଜିଦରେ ଅଟଳ ରହିଥିବାର ଜଣାପଡିଛି ,ଆଜି ଚାଷୀ ସଂଗଠନ ଓ କେନ୍ଦ୍ର ସରକାର ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ,ଏହି ଆଲୋଚନା ଶେଷ ହୋଇଥିବା ବେଳେ କିଛି ମାତ୍ରାରେ ସଫଳ ହୋଇଥିବା ସୂଚନା ମିଳିଛି ,୨ଟି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ମିଳିଥିବା ବେଳେ କୃଷକଙ୍କ ୪ଟି ଦାବିରୁ ୨ଟି ଦାବିରେ ସହମତି ମିଳିଥିବାର ଆଲୋଚନା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି

Leave A Reply

Your email address will not be published.