କେନାଲରେ ୨୦ଫୁଟର ଘାଇ

0 103

ଭୁବନେଶ୍ୱର, ୬ା୮(ଏସଏସନିଉଜ) ଆଜି ଭୋର ସମୟରେ ବାଳକାଟି -ପୁରୀ ମୁଖ୍ୟକେନାଲର ସାଇଫନ ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି।ଫଳରେ ବାଳକାଟି ଗ୍ରାମ୍ୟଜଙ୍ଗଲ ଏବଂ କଲେଜପଡ଼ିଆରେ ପାଣି ପ୍ରବେଶ କରିଛି। ଖବରପାଇ ଜଳସଂପଦ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.