ଚାଲିଛି ପ୍ରସ୍ତୁତ

ଡିସେମ୍ବର ୧ରୁ ଧାରଣା ଦେବ ବସମାଲିକସଂଘ

0 158

ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଗାଡ଼ିକୁ ଧରିବ ଇ-ଡିଟେକ୍ସନ । ଡକ୍ୟୁମେଣ୍ଟ ଅପଡେଟ୍ ନଥାଇ ଚାଲୁଥିବା ଯାନକୁ ଧରିବାକୁ ଯୋଜନା କରାଯିବାସହ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ ହେଉଥିବାର ପରିବହନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପଟେ ଡିସେମ୍ବର ୧ରୁ ଟ୍ରାନ୍ସପୋର୍ଟ କମିଶନରଙ୍କଅଫିସ ଆଗରେ ଧାରଣାର ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ୧୦ ଦଫା ଦାବି ନେଇ ଧାରଣାରେ ବସିବେ ରାଜ୍ୟର ବସ୍ ମାଲିକ ସଂଘ ବୋଲି ସଂଘର ସାଧାରଣସମ୍ପାଦକ ଦେବେନ୍ଦ୍ର ସାହୁ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.