ଗିରଫ ହେଲେ ସର୍ଦ୍ଦାର

0 156

କଣ୍ଟାବାଞ୍ଜି,୨୩/୧୧(ଏସଏସନିଉଜ) ବଙ୍ଗୋମୁଣ୍ଡା ଗୋଲେଇଛକରୁ ୨୫ ଦାଦନଶ୍ରମିକକୁ ଉଦ୍ଧାର କରିଛି ପୋଲିସ । କୈାଣସିସୁତ୍ରରୁ ଖବରପାଇ ପୋଲିସ ଚଢଉ କରି ଦାଦନଶ୍ରମିକକଙ୍କୁ ଉଦ୍ଧାର କରିବାସହ ଜଣେ ସର୍ଦ୍ଦାର ଗିରଫ କରିଛି । ଅନ୍ୟଜଣେ ଫେରାର ହୋଇଯାଇଥିବାବେଳେ ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୮ ପୁରୁଷ , ୧୧ ମହିଳା ଏବଂ ୬ ନାବାଳକ ଅଛନ୍ତି। କଣ୍ଟାବାଞ୍ଜିଷ୍ଟେସନରୁ ହାଇଦ୍ରାବାଦ ଚାଲଣବେଳେ ଧରାପଡିଛନ୍ତି ।

 

Leave A Reply

Your email address will not be published.