ଝାରପଡ଼ାଅଞ୍ଚଳରେ ବୋମାମାଡ଼

0 146

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ଝାରପଡ଼ାଅଞ୍ଚଳରେ ବୋମାମାଡ଼ ହୋଇଥିବାର ଜଣାପଡିଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବାର ସନ୍ଦେହ କରାଯାଉଛି । ଘରନିର୍ମାଣ ବାବଦ ଟଙ୍କା ମାଗିବାକୁ ଆସିଥିବା ବେଳେ ବୋମାମାଡ଼ ହୋଇଛି । କ୍ଷୟକ୍ଷତିର ସୂଚନା ମିଳିନଥିବାବେଳେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.