ଆସିକା,୧୯/୬(ଏସଏସ ନିଉଜ) ବୋହୂର ଠେଙ୍ଗା ମାଡ଼ରେ ଶ୍ୱଶୁରଙ୍କମୃତୁ ହୋଇଛି । ପାରିବାରିକ କଳହରୁ କିଶୋର ଚନ୍ଦ୍ରପଲ୍ଲୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।ଖବରପାଇ ଘଟଣାସ୍ଥଳରେ ଆସିକା ଥାନା ପୁଲିସ ପହଞ୍ଚିତଦନ୍ତ ଆରମ୍ଭ କରିଛି ।

Prev Post