ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

0 179

ଭୁବନେଶ୍ବର, ୨୫/୬(ଏସଏସନିୟୁଜ) ସୂଚନା ଓ ଲୋକ ସମ୍ପର୍କ ବିଭାଗର, ଅତିରିକ୍ତ ନିର୍ଦ୍ଦେଶକ ଭାବେ ଚନ୍ଦ୍ରକାନ୍ତ ନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ଯୁଗ୍ମ ନିର୍ଦ୍ଦେଶକ ଭାବେ ରହି କେନ୍ଦ୍ରାଞ୍ଚଳ କଟକ ଠାରେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ । ସେ ଜଣେ ଦକ୍ଷ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଭାବେ ବିଭାଗରେ ବେଶ୍ ଜଣାଶୁଣା ହୋଇଥିବାରୁ ବିଭାଗୀୟ କାର୍ଯ୍ୟକୁ ଅତ୍ୟନ୍ତ ଦକ୍ଷତା ର ସହିତ ତୁଲାଇବେ ବୋଲି ଆଶା ପ୍ରକଟ କରାଯାଇଛି ।

Leave A Reply

Your email address will not be published.