ଭୁବନେଶ୍ୱର,୫ା୧(ଏସଏସନିଉଜ)ମାଗଣା ଚାଉଳନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଜାତୀୟଖାଦ୍ୟ ସୁରକ୍ଷାଯୋଜନାରେ ୯୦ରୁ ୯୫% କେନ୍ଦ୍ର ସରକାର ଦେଉଥିଲୋବିତରଣ ରାଜ୍ୟ କରୁଥିଲା । ଏହାଦ୍ୱାରା ଓଡ଼ିଶାର ୩.୨୫କୋଟି ଲୋକ ସୁବିଧା ପାଉଥିଲୋକେନ୍ଦ୍ର ୧.୮୭ ଲକ୍ଷ ଟନ ଚାଉଳ ଦେଉଥିବାବେଳେ କେଜିପିଛା ୩୭.୮୮ ଟଙ୍କା ଖର୍ଚ୍ଚ ହେଉଛିାଚାଉଳପାଇଁ ମାସିକ ୭ଶହ କୋଟି ଓ ବର୍ଷକୁ ୮୪୦୦ କୋଟି ଖର୍ଚ୍ଚ କରୁଛି କେନ୍ଦ୍ରାମୋଦି ଦେଉଥିବା ଚାଉଳକୁ ସଠିକ ହିତାଧିକାରୀକୁ ଦିଅନ୍ତୁ ରାଜ୍ୟ ସରକାର ବୋଲି ଧର୍ମେନ୍ଦ୍ର୍ର କହିଛନ୍ତି ।କେନ୍ଦ୍ରର ୮୪୦୦କୋଟି ତୁଳନାରେ ରାଜ୍ୟର୧୮୫ କୋଟିକୁ ଲୋକେ ବିଚାର କରିବେ ବୋଲି କହିଛନ୍ତି ।
