ଚୋରା ମାଟିବୋଝେଇଗାଡି ଜବତ

ମେଣ୍ଢାଶାଳ,୨୧/୧(ଏସଏସନିଉଜ) ପିତାପଲି-ଚନ୍ଦକା ରାସ୍ତାରେ ଯାଉଥିବା ଏକ ଚୋରା ମାଟି ବୋଝେଇ ଟ୍ରକକୁ ବୁଧବାର ବିଳାମ୍ଭିତ ରାତିରେ ଭୁବନେଶ୍ୱର ତହସିଲ ପକ୍ଷରୁ ଜବତ କରାଯାଇ ମେଣ୍ଢାଶାଳ ଫାଣ୍ଡିକୁ ହସ୍ତାନ୍ତର କରାଯାଇଛି।ବିଳମ୍ବିତ ରାତିରେ ଏହି ରାସ୍ତାରେ ବହୁଳ ଭାବେ ମାଟି, ମୋରମ, ମାଙ୍କଡା ପଥର ଚୋରା ଚାଲାଣ ହେଉଛି।ଫଳରେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି।ଲୋକଦେଖାଣିଆ ଭାବେ କାଁଭାଁଭାବେ ତହସିଲପକ୍ଷରୁ ଚଢଉ କରାଯାଉଥିବାରୁ ଚୋରାଚାଳଣ ସଂଖ୍ୟା ବୃଦ୍ଧିପାଉଛି ବୋଲି ସାଧାରଣରେ ଚର୍ଚ୍ଚା ଯୋରଧରିଛି ।ଜଟଣୀତହସିଲଅଧିନସ୍ଥ ଜାମୁଝରିଠାରେ ଥିବା ଏକ ଚେରାମୋରମ ଖଣିରୁ ଦୈନିକ ଚୋରାରେ ମୋରମ ଚାଲଣ ହେଉଥିବର ଦେଖିବାକୁ ମିଳିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.