ଚୋରୀ ମାମଲାରେ ଜଣେ ଗିରଫ

0 229

ଡେଲାଙ୍ଗ,୧/୨ (ଏସଏସନିୟୁଜ)ଡେଲାଙ୍ଗ ଥାନା ଅଧିନସ୍ତ ବ୍ରାହ୍ମଣତରବୋଇ ଗ୍ରାମରେ୨୦୧୯ ମସିହା ଅପ୍ରେଲ ୧୯ ତାରିଖରେ ବିନାୟାକ ବସ୍ତିଆଙ୍କ ଘରୁ ସୁନା ଓ ରୂପା ଅଳଙ୍କର ଚୋରିହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ସେ ସମୟରେ ପୋଲିସ ଅଭିଯୋଗକୁ ଭିତିକରି ୮୭/୧୯ ମାମଲା ରୁଜୁ କରିଥିଲା । ସେହିଦିନ ଠାରୁ ଅଭିଯୁକ୍ତ ମାନେ କାଣ୍ଡ ଘଟାଇ ଫେରାରଥିଲେ ।ଆଜି ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଏହି ଚୋରୀ ମାମଲାରେ ସପୃକ୍ତ ଅଭିଯୁକ୍ତ ବ୍ରାହ୍ମଣତରବୋଇ ଗ୍ରାମର ବାଟୁଆ ବେହେରା (୨୪) ଗିରଫ କରି କୋର୍ଟଚାଳଣ କରିଥିବା ଜଣା ପଡିଛି ।

Leave A Reply

Your email address will not be published.