ଛୁଆକୁ ଛାଡି ସ୍ୱାମୀସ୍ତ୍ରୀ ଛୁ

0 119

 

ସୋର,୨୧।୩(ଏସଏସନିଉଜ) ଦମ୍ପତିଙ୍କ କଳିରେ ଅଲୋଡା ହେଲା ୮ ବର୍ଷର ପୁଅ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ହେବାରୁ ରାସ୍ତାରେ ଛୁଆକୁ ଛାଡି ପଳାଇ ଗଲେ ସ୍ୱାମୀସ୍ତ୍ରୀ।ସୋରଥାନା ଉତ୍ତେରଶ୍ୱର ଛକରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ।

Leave A Reply

Your email address will not be published.