କଲେଜଛାତ୍ରକୁ ଧକ୍କାଦେଲା କାର୍

ପୁରୀ,୧୨।୧୦(ଏସଏସନିଉଜ)ପୁରୀ ମଙ୍ଗଳାଘାଟ ବାଇପାସର ସୁରଜମଲ ସାହା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ହୋଇଛି।ରାସ୍ତାପାର୍ ହେଉଥିବା ସମୟରେ ଛାତ୍ରଙ୍କ ଉପରେ ମାଡ଼ିଯାଇଥିଲା କାର।
ଆହତଛାତ୍ରଙ୍କୁ ପୁରୀମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେପଟେ ଘଟଣାକୁ ନେଇ ଉତେଜିତ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି l

- Advertisement -

Leave A Reply

Your email address will not be published.