କମିଟି ସୁପାରିସରେ ହେବ ଯନ୍ତ୍ରୀଙ୍କ ବଦଳି

ଭୁବନେଶ୍ୱର,୨୪।୬(ଏସଏସନିଉଜ)ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଯନ୍ତୀଙ୍କ ଲାଗି ବଦଳି ନୀତି ଜାରି। OES ଓ ODES କ୍ୟାଡରର ଅଧିକାରୀଙ୍କ ଲାଗି ବଦଳି ନୀତି ଜାରି।ଗଠିତ ହୋଇଥିବା ଏକ ସ୍ପତନ୍ତ୍ର କମିଟିର ସୁପାରିସ୍‌ରେ ହେବ ବଦଳି।ବଦଳି ପାଇଁ ଗଠନ ହୋଇଛି ‘ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି'(EEC)। ମୁଖ୍ୟଯନ୍ତ୍ରୀଙ୍କଠୁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସୁପାରିସ କରିବ EEC। ବିଭାଗର ପ୍ରମୁଖ ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ।AE ଓ JEଙ୍କ ବଦଳି ପାଇଁ ଏକ ପୃଥକ ଇଇସି ଗଠନ କରାଯିବ।

- Advertisement -

Leave A Reply

Your email address will not be published.