କଂଗ୍ରେସ ନିଯୁକ୍ତ କଲା ଜିଲ୍ଲାସଭାପତି

0 309

ଭୁବନେଶ୍ବର,୧୮/୧୦(ଏସ ଏସ ନିୟୁଜ )ରାଜ୍ୟ କଂଗ୍ରେସର ୩୩ଟି ସାଂଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତ କରିଛି।ଭୁବନେଶ୍ବରରୁ ବିଶ୍ବଜିତ ଦାଶ,ଖୋର୍ଦ୍ଧାରୁ ସୁରେଶ ରାଉତରାୟ,କେନ୍ଦୁଝରରୁ ବିପ୍ଳବ ମିଶ୍ର, କଟକରୁ ମାନସ ଚୌଧୁରୀ, କଟକ ସିଟିରୁ ଗିରିବାଳା ବେହେରା,କୋରାପୁଟରୁ ମୀନାକ୍ଷୀ ବାହିନୀପତି ,ଢ଼େଙ୍କାନାଳରୁ ସରୋଜ ପଟ୍ଟନାୟକ, ଗଞ୍ଜାମରୁ ରମେଶ ଜେନା,ବଲାଙ୍ଗିରରୁ ଦିଲ୍ଲୀପ ବେହେରା, ବରଗଡ଼ରୁ ନିହାର ମହାନନ୍ଦ, ବାଲେଶ୍ବରରୁ ସଂଜୀବ ଗିରି,ଭଦ୍ରକରୁ ସୁବ୍ରତ ଦାସ, , ବୌଦ୍ଧରୁ ନବକିଶୋର ମିଶ୍ର,  ଦେବଗଡ଼ରୁ ଉମାଶଙ୍କର ସାହୁ,ଅନୁଗୁଳରୁ ବିପ୍ଳବ ଜେନା, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି,କନ୍ଧମାଳରୁ ଅନାମ ନାୟକ,ଗଜପତିରୁ ଦାଶରଥୀ ଗମାଙ୍ଗୋ, ଜଗତସିଂପୁରରୁ ନଟବର ବାରିକ, ଯାଜପୁରରୁ ମନୋଜ ରାଉତ, ଝାରସୁଗୁଡ଼ାରୁ ଭରତ ଅଓ୍ବସ୍ତି ହୋଇଛନ୍ତି   । ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ କଂଗ୍ରେସ ମହସଚିବ କେ.ସି ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.