କରୋନାର ଚକ୍ରବ୍ୟୁହରେ ଶୁଭୁନି ମନ୍ତ୍ର

0 296

ଖବର ଆଜିର,ତାରିଖ ୨୧/୧୦/୨୦ ବୁଧବାର।
୧-ଧାଓ୍ୱନଙ୍କ ଶତକ ବେକାର, ଦିଲ୍ଲୀକୁ ୫ ଓ୍ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ।
୨-ବୋତଲରେ କ୍ଷୀର ପିଉଥିବା ଶିଶୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ମାଇକ୍ରୋ ପ୍ଳାଷ୍ଟିକ୍ ଗିଳି ପକାଏ: ରିପୋର୍ଟ।
୩-କରୋନାର ଚକ୍ରବ୍ୟୁହରେ ପାର୍ବଣ ଋତୁ: ଶୁଭୁନି ମନ୍ତ୍ର, ନାହିଁ ସରସତା, ନାହିଁ ଆନନ୍ଦ ।
୪-ଭ୍ୟାକସିନ ନ ଆସିବା ଯାଏଁ ଚଳିବନି ଢିଲାପଣ । କରୋନା ଭ୍ୟାକସିନ ପାଇଁ ଭାରତରେ ଚାଲିଛି କାମ । ଔଷଧ ଯେବେ ଆସିବ, ସବୁ ଭାରତୀୟଙ୍କୁ ମିଳିବଟ୍ଟମୋଦି ଭାରତୀୟଙ୍କୁ କହିଛନ୍ତି ।
୫-ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ – ଭ୍ୟାକସିନ ନଆସିବା ଯାଏଁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ।
୬-ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଏନ୍‌କାଉଣ୍ଟର୍‌; ଦୁଇ ଆତଙ୍କବାଦୀ ନିହତ ।
୭-ଦାଦାବଟି ରୋକିବାକୁ ହେଲପଲାଇନ ନମ୍ବର ଜାରି କଲେ ପୋଲିସ୍ ଡିଜି।ହେଲଲାଇନ ନମ୍ବର ହେଲା ୯୯୩୮୯୧୦୦୦୦। ଏସଏମଏସ ତଥା ମେସେଜ ମାଧ୍ୟମରେ ଯେ କେହି ଅଭିଯୋଗ କରିପାରିବେ।

୮-୨୨୦୦କିମି ରାସ୍ତା ଅତିକ୍ରମ କରି ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବାହାରିଛନ୍ତି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ବର୍ଷର ମହିଳା ।
୯-ନୋକିଆର ଦୁଇ ନୂଆ ୪ଜି ଫିଚର ଫୋନ୍ ନୋକିଆ ୧୨୫ ଓ ନୋକିଆ ୨୨୫ ଉନ୍ମୋଚିତ ।
୧୦-ଅକ୍ସିଜେନ୍ ଯୋଗାଇବା କ୍ଷେତ୍ରରେ ଭାରତର ସ୍ଥିତି ବହୁତ ଭଲ ଅଛି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।
୧୧-ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠିତ ହେବ।
୧୨-ଦୁର୍ଗା ପୂଜାରେ ପାରମ୍ପରିକ ବଙ୍ଗାଳୀ ପୋଷାକରେ ନଜର ଆସିବେ ପିଏମ ମୋଦି, ପଶ୍ଚିମବଙ୍ଗରେ ୧୦ଟି ପୂଜା ମଣ୍ଡପର କରିବେ ଉଦଘାଟନ।
୧୩-ବିହାର ନିର୍ବାଚନରେ କହିଲେ ଶାହାନଓ୍ଵାଜ ହୁସେନ, ରାମ ମନ୍ଦିର ପରେ ଏବେ ସୀତା ମାତାଙ୍କ ମାମଲା ମଧ୍ୟ ସମାଧାନ କରିବ ବିଜେପି ।
୧୪-ଉପନିର୍ବାଚନ ପାଇଁ ୨୨ରୁ କଂଗ୍ରେସର ପ୍ରଚାର କାର୍ଯ୍ୟକ୍ରମ: ପିସିସି ସଭାପତି ।
୧୫-ଜେଏସପିଏଲ ଦ୍ୱାରା ଉତ୍ପାଦିତ ନୂତନ ଗ୍ରେଡ଼ ରେଳକୁ ଭାରତୀୟ ରେଳବାଇର ଅନୁମୋଦନ।

 

Leave A Reply

Your email address will not be published.