ଦାଦାବଟିକୁ ନା

0 236

ଭୁବନେଶ୍ବର ,୨୦/୧୦(ଏସ ଏସ ନିୟୁଜ)“ଦାଦାବଟିକୁ ନା” ମିଶନ ଆରମ୍ଭ କରିଛି କମିସିନେରେଟ ପୋଲିସ । ଦ୍ବୈତ ନଗରୀକୁ ଦାଦାବଟି ମୁକ୍ତ ଉଦେଶ୍ୟରେ  ଆରମ୍ଭ ହୋଇଥିବାଏହି ନୂଆ କାର୍ଯ୍ୟକ୍ରମ ରେ ଏକ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ବର ୯୩୮୯୧୦୦୦ ଜାରି କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଭୁବନେଶ୍ୱର ଏବଂ କଟକରେ ଏହି ହେଲ୍ପଲାଇନ୍ ନମ୍ବର କାମ କରିବ।ସହ ଏହି ନମ୍ବରକୁ ଫୋନ କରି,ଏସଏମ୍ଏସ୍, ମେସେଜ ମାଧ୍ୟମରେ ଅଭିଯୋଗ କରିପାରିବେ  ଓ ଏହାକୁ  ସଫଳ କରିବାକୁ  ସହଯୋଗ କାମନା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

 

Leave A Reply

Your email address will not be published.