କରୋନା କାଳରେ ଆଜି ବାଜିବ ଆଇପିଏଲ ବିଗୁଲ

0 783

ଆଜି ସକାଳର,ଖବର,ତାରିଖ ୧୯/୦୯/୨୦ ଶନିବାର
୧-କରୋନା କାଳରେ ଆଜି ବାଜିବ ଆଇପିଏଲ ବିଗୁଲ, ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରୋହିତ ଓ ଧୋନୀ ବାହିନୀ।
୨-Paytm is Back: ଗୁଗଲ ପ୍ଲେ ଷ୍ଟୋରକୁ ଫେରିଲା ପେଟିଏମ।
୩-ଆସିଲା ଯୁକ୍ତଦୁଇ ପ୍ରଥମ କଟଅଫ ମାର୍କ ତାଲିକା । ବିଜ୍ଞାନ, ବାଣିଜ୍ୟ ଓ କଳାରେ କଟକ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଆଗରେ : ୨୧ରୁ ୨୮ ତାରିଖ ଯାଏଁ ଚାଲିବ ନାମଲେଖା।
୪-କୃଷି ଚିଠା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ବିରୋଧୀ କୃଷକମାନଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି।
୫-ଜର୍ମାନୀରେ ପ୍ରଦର୍ଶିତ ହେବ ‘ଶଲାବୁଢ଼ା’।
୬-ଅକ୍ଟୋବର ୧୨ରୁ ୧୯ ଯାଏ ରାଜ୍ୟରେ ହେବ ଓଜେଇଇ ପରୀକ୍ଷା ।
୭–୭୦ ପ୍ରତିଶତ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି : ଶାଳିନୀ ପଣ୍ଡିତ।
୮–ସରକାରୀ ଅଧିକାରୀ ଦେବେ ଆଦର୍ଶ ବିଦ୍ୟାଳୟ ମେଧାବୀଙ୍କୁ ପ୍ରଶିକ୍ଷଣ : ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ପଦକ୍ଷେପ ନେଲା।
୯–ଆସନ୍ତା ୨-୩ ଦିନ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା, ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିବ ଭାରତ।
୧୦-ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ୮ଟି ସ୍ଥାନରେ ଚଢ଼ାଉ କଲା ସିବିଆଇ।
୧୧-ମନ୍ତ୍ରୀ ଓ ସାଂସଦଙ୍କ ବେତନ, ଭତ୍ତା ଓ ପେନ୍‍ସନ୍‍ ସଂଶୋଧନ ବିଲ୍‍ ରାଜ୍ୟସଭାରେ ଗୃହିତ।
୧୨-ଖୁବଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁ ଉପରୁ ଉଠିବ ପରଦା । ଭିସେରା ରିପୋର୍ଟ ସ୍ପଷ୍ଟ କରିବ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ !
୧୩-ଆଇସିୟୁ ପାଇଁ କସରତ କରୁଛନ୍ତି ଟ୍ୱିନସିଟି ବାସିନ୍ଦା । କଟକ-ଭୁବନେଶ୍ୱରର ବଡ଼ ବଡ଼ ହସ୍ପିଟାଲରେ ଆଇସିୟୁ ବେଡ୍ ଫୁଲ୍ : ବିଶେଷଜ୍ଞ ଡାକ୍ତର କହିଲେ, ସୁରକ୍ଷା ଦୃଷ୍ଟିରୁ ଆଗୁଆ ଆଇସିୟୁକୁ ବାଛୁଛନ୍ତି ରୋଗୀଙ୍କ ସମ୍ପର୍କୀୟ।
୧୪-ହ୍ୱାଟ୍ସଆପ୍ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ।ସେଥିପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ହ୍ୱାଟ୍ସଆପ୍ ନମ୍ବର ୯୯୩୭୫୬୪୦୬୬
୧୫-କରୋନା ଆକ୍ରାନ୍ତ ଯାତ୍ରା କରିଥିବାରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଡ଼ାଣକୁ ୧୫ଦିନ ବାତିଲ କଲା ଦୁବାଇ।
୧୬-‘ବିକ୍ରାନ୍ତ’ ଭଳି ରଦ୍ଦିକୁ ଗଲା ‘ବିରାଟ’, ଶନିବାର ଶେଷ ଯାତ୍ରା।
୧୭-ନିଜ ଯାତ୍ରୀଭଡ଼ା ନିଜେ ଧାର୍ଯ୍ୟ କରିବାକୁ ଘରୋଇ ରେଳ କମ୍ପାନିଙ୍କୁ ଅନୁମତି ‌ଦେବେ ସରକାର।

Leave A Reply

Your email address will not be published.