କରୋନା-ପୁଣି ଚିହ୍ନଟ ହେଲେ ୨୮୨,ସୁସ୍ଥ ୧୨୫

0 460

ଭୁବନେଶ୍ୱର,୨୪/୬(ଏସ୍‌ଏସ୍‌ନିୟୁଜ)ପୁଣି ୨୮୨ ନୁଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୨୫୬ କ୍ୱାରେଟାଇନରେ ରହିଥିବାେଳେ ୨୬ଜଣ ଲୋକାଲ କେଶ୍ ବୋଲି ଜଣାପଡିଛି ।ନୁଆ ପଜିଟିଭ ମାନଙ୍କ ମଧ୍ୟରେଖୋର୍ଦ୍ଧା ଜିଲ୍ଲାରେ୨୬,ଝାରସୁଗୁଡାଜିଲ୍ଲାରେ୨୩, ବାଲେଶ୍ୱର ଜିଲ୍ଲାରେ ୩,କଟକଜିଲ୍ଲାରେ୪, ଯାଜପୁରଜିଲ୍ଲାରେ ୬, ପୁରୀଜିଲ୍ଲାରେ ୯, ଅନୁଗୁଳଜିଲ୍ଲାରେ୧ ,ଜଗତସିଂହ ପୁରଜିଲ୍ଲାରେ୧୧, କନ୍ଧମାଳ ଜିଲ୍ଲାରେ୧୭, ଗଞାମ ଜିଲ୍ଲାରେ ୭୫ ,ଗଜପତିଜିଲ୍ଲାରେ୭୬ ,ସୁନ୍ଦରଗଡଜିଲ୍ଲାରେ୧, ସମ୍ବଲପୁର ଜିଲ୍ଲାରେ ୧୩, ବଲାଙ୍ଗିରଜିଲ୍ଲାରେ୧ ,ମୟୁରଭଞଜିଲ୍ଲାରେ୬, କୋରାପୁଟ ଜିଲ୍ଲାରେ୧ ,ନୟାଗଡଜିଲ୍ଲାରେ୧ ଓ କୋଲକତାରୁ ଅମ୍ଫାନ ପାଇଁ ଯାଇଫେରିଥିବା ୧୮ଜଣ ଏନ୍‌ଡିଆରଏଫ୍ ଯବାନ ରହିଛନ୍ତି । ସେହିଭଳି ଭାବେ ୧୨୫ଜଣ ସୁସ୍ଥ ହୋଇଥିବାର ଜଣାପଡିଛି । ବର୍ତମାନସୁଦ୍ଧା ୨୩୫୬୨୭ଟି ସାମ୍ପୁଲପରୀକ୍ଷା ପାଇଁ ଯାଇଥିବାବେଳେ ସେଥିମଧ୍ୟରେ ୫୭୫୨ଟି ପଜିଟିଭ୍‌,୩୯୯୮ଜଣ ସୁସ୍ଥ ଓ ୧୭୪୦ଟି ଆକ୍ଟିଭ ଥିବାର ଜଣାପଡିଛି ।

Leave A Reply

Your email address will not be published.