କରୋନା-ସୁସ୍ଥ ୧୨୫ ଓ ଆକ୍ରାନ୍ତ ୧୬୭

0 468

ଭୁବନେଶ୍ୱର,୨୩/୬(ଏସ୍‌ଏସ୍‌ନିୟୁଜ) ପୁଣି ୧୬୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି ।ଏହି ଚିହ୍ନଟଙ୍କ ମଧ୍ୟରେ ୧୫୦ଜଣ କ୍ୱାରେଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭ଜଣ ସ୍ତାନୀୟ ଲୋକ ବୋଲି ସୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ୮.ନୟାଗଡରୁ୨,ବାଲେଶ୍ୱରରୁ ୧୩,ରାୟଗଡାରୁ୫, ଯାଜପୁରରୁ ୫,  ଜଗତସିଂହପୁରରୁ୧୯, କଟକରୁ୩,ଢେଙ୍କାନାଳରୁ୯, ବରଗଡରୁ୧, ଗଞାମରୁ୩୦,ଗଜପତିରୁ୪୧, ପୁରୀରୁ୧, ସୁନ୍ଦରଗଡରୁ୪ ,ବଲାଙ୍ଗିରିରୁ୧ ,ମୟୁରଭଞରୁ୧୪, ଝାରସୁଗୁଡାରୁ୩, କେନ୍ଦ୍ରାପଡାରୁ୭ ,କୋରାପୁଟରୁ ଜଣେ ଆକ୍ରାନ୍ତ ହୋଇଛନ୍ତି ।
ସେହିଭଳିଭାବେ ମଙ୍ଗଳବାରଦିନ ୧୨୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଗତସିଂହପୁରରୁ ୪,ସୁନ୍ଦରଗଡରୁ୩, ବଲାଙ୍ଗିରିରୁ୨, ଖୋର୍ଦ୍ଧାରୁ୩୩, ପୁରୀରୁ୧୭,କଟକରୁ୧୪, ମୟୁରଭଞରୁ୧୩,ଗଞାମରୁ୧୦, କନ୍ଧମାଳରୁ୧, ମାଲକାନଗିରିରୁ୧ ,କେନ୍ଦ୍‌ଝରରୁ୯, ଯାଜପୁରରୁ୮, ନୁଆପଡାରୁ୬,କେନ୍ଦ୍ରାପଡାରୁ୪, ସୁସ୍ଥ ହୋଇଥିବାର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।

Leave A Reply

Your email address will not be published.