କରୋନା ଅପଡେଟ୍(୨-୪-୨୦)

0 226

ଭୁବନେଶ୍ବର:୨/୪(ଏସଏସଏନ୍) ଭାରତରେ କୋରୋନାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୫୧ ଜଣ ଡିସ୍‌ଚାର୍ଜ ହୋଇଥିବା ସୂଚନା ମିଳିଛି । ତେବେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୯୬୫କୁ ବୃଦ୍ଧି ହୋଇଛି । ଏବେ ବିଭିନ୍ନ ହସ୍ପିଟାଲରେ ୧ ହଜାର ୭୬୪ ଜଣ ଚିକିତ୍ସାଧୀନ,ଆନ୍ଧ୍ରପ୍ରଦେଶ ୧, ବିହାର ୧, ଦିଲ୍ଲୀ ୨, ଗୁଜରାଟ ୬ ମୃତ, ହିମାଚଳପ୍ରଦେଶ ୧, ଜାମ୍ମୁ ଓ କାଶ୍ମୀର ୨, କର୍ଣ୍ଣାଟକରେ ୩ ମୃତ,କେରଳ ୨, ମଧ୍ୟପ୍ରଦେଶ ୬, ମହାରାଷ୍ଟ୍ର ୧୩, ପଞ୍ଜାବ ୪, ତାମିଲନାଡୁ ୧, ତେଲଙ୍ଗାନା ୩, ଉତ୍ତରପ୍ରଦେଶ ୨, ପଶ୍ଚିମବଙ୍ଗରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି ।

Leave A Reply

Your email address will not be published.