ରାଜ୍ୟରେ ପଞ୍ଚମ କରୋନା ବ୍ୟକ୍ତି ଚିହ୍ନଟ

0 536

ଭୁବନେଶ୍ୱର,୧/୪(ଏସଏସନିୟୁଜ)ରାଜ୍ୟରେ ଚିହ୍ନଟ ହେଲା ୫ମ କରୋନା ପଜେଟିଭ ।ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି ।

୬୦ବର୍ଷ ବୟସ୍କ ଏହି ବ୍ୟକ୍ତି ଭୁବନେଶ୍ବର ସୂର୍ଯ୍ୟବିହାର ଅଞ୍ଚଳର ବୋଲି ଜଣାପଡିଛି ।ତାଙ୍କର ବିଭିନ୍ନ ରୋଗାବସ୍ଥା ଥିବାବେଳେ ସେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଆଜି ତାଙ୍କର ପରିକ୍ଷା କରାଯାଉଥିବା ବେଳେ କରୋନା ପଜେଟିପ୍ ଥିବା ଜଣାପଡିଥିଲା ।  ତାଙ୍କ ସଂର୍ସ୍ପଶରେ କେଉଁ କେଉଁ   ଲୋକମାନେ ଆସିଛନ୍ତି ସେ ବିଷୟରେ ଜାଣିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.