କରୋନା ଅପଡେଟ୍‌-୨(୨୭.୩.୨୦୨୦)

0 262

୧- କରୋନା ମୁକାବିଲା ପାଇଁ ସିଆରପିଏଫ ଯବାନମାନେ ଦେଲେ ଦିନକର ଦରମା ୩୪କୋଟି ।
୨- କରୋନାକୁନେଇ ଭବିଷ୍ୟବାଣୀ କରିଥିବା ନୋବେଲ ବିଜେତାଙ୍କ ଦାବୀ-ଖୁବଶିଘ୍ର ଠିକ୍ ହୋଇଯିବ ପରିସ୍ଥିତି ସ
୩- ଦିଲ୍ଲୀରେ ମୋହଲ୍ଲା କ୍ଲିନିକ ଡାକ୍ତର,ପତ୍ନୀ,ଝିଅ କରୋନାରେ ଆକ୍ରାନ୍ତ,ସଂସ୍ପର୍ଶରେ ଆସିଥିବା ୮୦୦ କ୍ୱାରେଂଟାଇନରେ ।
୪- କରୋନା ସହାୟତା-୫୦ଲକ୍ଷଟଙ୍କାର ଖାଦ୍ୟଶସ୍ୟ ଦାନ କରିବେ ସୌରଭ ଗାଙ୍ଗୁଲି ।
୫- କନିକଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରାମିତ ହୋଇଛନ୍ତି ବ୍ରିଟେନର ଯୁବରାଜ ଚାର୍ଲସ ।
୬- ଲକ୍‌ଡାଉନ୍ ପାଇଁ ପୁଣି ରାମାୟଣ ଓ ମହାଭାରତ ପ୍ରସାରିତ ହେବବୋଲି ଦୁରଦର୍ଶନ ପକ୍ଷରୁ ନିଷ୍ପତି ନିଆଯାଇଛି ।
୭- କରୋନା ମୁକାବିଲା ପାଇଁ ଜି-୨୦ ରାଷ୍ଟ୍ରମାନଙ୍କ ପକ୍ଷରୁ ୫ଲକ୍ଷକୋଟି ଡଲାର ପ୍ୟାକେଜ୍ ଘୋଷଣା ।
୮- କରୋନା ମୁକାବିଲା-ରାଜ୍ୟର ବିଭିର୍ଣ ଗାଁରେ ଲୋକକଲେ ନିଜ ଆଡୁ ଲକ୍‌ଡାଉନ୍ ।
୯- ସେନ୍ ସେକ୍ସରେ ରେକର୍ଡ୧୮୬୧ପଏଂଟ୍‌ବୃଦ୍ଧି,୧୧ବର୍ଷଭିତରେ ସର୍ବାଧିକ,ନିବେଶକଙ୍କ୪.୭ଲକ୍ଷକୋଟି ଲାଭ ।
୧୦- ଫ୍ଲିପ୍‌କାର୍ଟର ସବୁ ସେବା ବନ୍ଦ.ଡେଲିଭରି ବଏ ସାମଗ୍ରୀ ପହଁଚାଇପାରୁନାହାନ୍ତି ।
୧୧- ରାଜସ୍ଥାନ ସରକାରଙ୍କ ଅଭିନବ ପ୍ରୟାସ-ଅଭାବକୁ ଦୁରକରିବାପାଇଁ ମଦକାରାଖାନାରେ ତିଆରିହେବ ସାନିଟାଇଜର ।
୧୨- କେନ୍ଦୁଝରରୃ ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ ୩ମାସର ଦରମା ପ୍ରଦାନ କଲେ ପାଟଣାବିଧାୟକ ଜଗନ୍ନାଥନାୟକ ।
୧୩- ଲକ୍‌ଡାଉନ୍‌ରେ କେନ୍ଦୁଝରଜିଲ୍ଲା ଆନନ୍ଦପୁର ବ୍ଲକ୍ କୋଳିମାଟି ପଂଚାୟତର ସାପ୍ତାହିକ ହାଟ ବନ୍ଦ,ନିୟମକୁ ମାନିଲେ ଅଂଚଳବାସୀ ।
୧୪- ସମୁଦାୟ ଭାରତରେ ୭୨୭ଜଣ କରୋନା ପଜେଟିଭ୍ ହୋଇଭ୍ୱାବେଳେ ଗତକାଲି ରାତିରେଆମରାଜ୍ୟର ଭୁବନେଶ୍ୱରରେ ତୃତୟ କରୋନାରୋଗୀ ଚିହ୍ନଟ,କରୋନାମୃତ୍ୟୁ ସଂଖ୍ୟା ୨୦ପହଁଚିଲା,ଗୋଟିଏ ଦିନରେ ସାମ୍ନାକୁ ଆସିଲା୭୦ଟି ନୁଆ କେସ ।
୧୫- ଗତକାଲି ଦ୍ୱିତୀୟଦିନର ତାଲାବନ୍ଦ କଟକଣାକୁ ଫୁକରି ଉଡାଇଦେଇଛନ୍ତି ଜନତା କଟକରେ-ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଭୀଡ ।
୧୬- କାଳ ହେଲା କରୋନା-ଡିଲରଙ୍କପାଖରେ ମହଜୁଦ ଅଛି ଅନେକ ବିଏସ୍‌-୪ଗାଡି,ବିକ୍ରିକରିବାର ଡେଲାଇନ ।

Leave A Reply

Your email address will not be published.