କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବ୍ରିଟେନ୍

0 236

ଆଜିର ଖବର-୨୪/୪/୨୦୨୦(ଶୁକ୍ରବାର)
୧- ବଦଳିଲା ବ୍ୟାଙ୍କ ସମୟ-ସକାଳ୮ଟାରୁ ଅପରାହ୍ନ୨ଟା ,ଭୁବନେଶ୍ୱର ଛତ୍ରପୁର, ବ୍ରହ୍ମପୁର, କଟକ,ପୁରୀ, କୋରାପୁଟରେ ବାଦ୍
୨-ଭଦ୍ରକ,ନାଲେଶ୍ୱର,ଯାଜପୁରରେ ୬୦ଘଂଟା ସଟଡାଉନ,ଗୁରୁବର ରାତି୧୦ରୁ ରବିବାର ସକାଳ୧୦ଯାଏଁ ସବୁବନ୍ଦ ।
୩-କର୍ତବ୍ୟରେ ଅବହେଳା କରି ତହସିଲଦାର ନିଲମ୍ବିତ,ଟୁଇଟ କରି ସୁଚନା ଦେଲେ ଭଦ୍ରକ ଜିଲ୍ଲାପାଳ
୪-ଆଜିଠାରୁ ୨୭ଯାଏଁ ରାଜ୍ୟରେ ହେବ ପ୍ରବଳ ଘଡଯଡି ସହ ବର୍ଷା,ପାଣିପାଗ ବିଭାଗ ଜାରିକଲା ୟେଲୋଓାରର୍ଣିଂ
୫-ଶିମିଳିପାଳ-ବନବିିଭାହର ଅଚାନକ ଚଢାଉ,ହରିଣମାଂସ ଓ ଚମଡା ଜବତ ।
୬- ବିଏମସି ଓ ଭୁବନେଶ୍ୱର ବ୍ଲକର ସରକାରୀ ସ୍କୁଲରେ ଶିକ୍ଷା- ଗଠନହେଲା ୧୨୧୬ ହ୍ୱାଟ୍ସଆପଗ୍ରୁପ୍‌,୩୦ସୁଦ୍ଧା ବହି ବଂଟା ସରିବ ।
୭-କୋରାପୁତ.ମାଲକାନଗିରି ଓ ନବରଙ୍ଗପୁର ଗ୍ରସ୍ଥ କଲେ ୫ଟି ସଚିବ,କୋଭିଡ ହସପିିଟାଲ ସହ ବିଭିର୍ଣ ଦୀଗକୁ ନେଇ କରିଛନ୍ତି ସମୀକ୍ଷା ।
୮-ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା,ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ପରାମର୍ଶ ଲୋଡିଲା ଶ୍ରୀ ମନ୍ଦିର ପ୍ରଶାସନ
୯-ଅଣରାସନ କାର୍ଡଧାରୀଙ୍କୁ ଖାଉଟିଙ୍କୁ ମିଳିବ କିରୋସିନି ।ପ୍ରତିପରିବାରକୁ ୨ଲିଟର କିରୋସିନ ଦେବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
୧୦-ଓଡିଶା ଫେରନ୍ତାଙ୍କ ହାତରେ ଲାଗିବ ଅଲିଭାକାଳି ।କ୍ୱାରେଟଂଟାଇନରେ ରହିବା ଜରୁରୀ ।
୧୧-ଓଡିଶାକୁ ଏବେ ଜଳପଥରେ ଆସୁଛି କରୋନାବିପଦ ।ପୁରୀ,ଗଞା ଜିଲ୍ଲାରେ ପେଲିସ ଆଲର୍ଟ ।
୧୨-ବର୍ଦ୍ଧିତ ମହଙ୍ଗାଭତା ବାତିଲ,କରୋନା ସଂକଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିଷ୍ପତି ।୨୦୨୧ ଯାଏଁ ମିଳିବନି ମହଙ୍ଗାଭତା
୧୩-ମଣିଷ ଦେହରେ କରୋନା ଟିକା ପରୀକ୍ଷା । କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବ୍ରିଟେନ୍ । ଅକ୍ସଫୋର୍ଡ ୟୁନିଭରସିଟିର ପରୀକ୍ଷଣ ସଫଳ ହେଲେ ସେପ୍ଟମ୍ବର ସୁଦ୍ଧା ସଫଳ ହୋଇପାରେ ୧୦ଲକ୍ଷ ଡୋଜ୍ ।

Leave A Reply

Your email address will not be published.