ପୁଣି ଜଣେ ଚିହ୍ନଟ,କରୋନା ରୋଗୀଙ୍କ ସଂଖ୍ୟା ୯ ୦କୁ ବୃଦ୍ଧି

0 462

ଭୁବନେଶ୍ୱର,୨୪/୪(ଏସ ଏସ ନିିିଉଜ ) ଭଦ୍ରକରେ ୪୦ବର୍ଷ ର ଆଉଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛିି । ଫଳରେ ଭଦ୍ରକରେ କରୋନା ପଜେଟିଭ୍ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି  । ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.