ରାୟଗଡା, ୫/୮(ଏସଏସନିଉଜ) ଚନ୍ଦ୍ରପୁର ବ୍ଲକ ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ ଙ୍କର କୋରୋନା ପଜିଟିଭ ହୋଇଥିବାର ଜଣାପଡିଛି । ଗତ ବୁଧବାର ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ୨୯ ଜଣ ଚିହ୍ନଟ ହୋଇଛି ।

Prev Post
Next Post