କରୋନାରେ ବୁର୍ଲା ମେଡିକାଲର ୯ ଡାକ୍ତର

0 246

ସମ୍ବଲପୁର,୪/୮(ଏସଏସନିୟୁଜ) ବୁର୍ଲା ଭୀମସାରରେ ମେଡିସିନ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛି । ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ଆଜି ପାଇଁ ମେଡିସିନ ବିଭାଗର ଓପିଡି ବନ୍ଦ କରାଯାଇଥିବା ନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ସମ୍ପର୍କରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.