ଚୋରାମଦ କରବାରରେ କାଉନସିଲର ସ୍ବାମୀ ଗିରଫ

ସୁନ୍ଦରଗଡ଼, ୫ା୧(ଏସଏସନିଉଜ) ଚୋରାମଦ ଚାଲାଣଅଭିଯୋଗରେ ସୁନ୍ଦରଗଡ଼ପୌର କାଉନସିଲରଙ୍କ ସ୍ବାମୀ ସୁକାନ୍ତ ରୋହିଦାସଙ୍କୁ ଗିରଫ କରିଛି ପୁଲିସ। ସୁକାନ୍ତଙ୍କ ନାମରେ ଆଗରୁ ବହୁ କଳାକାରବାରର ଅଭିଯୋଗ ରହିଥିଲା। ଟାଉନଥାନାପୋଲିସ ସୁକାନ୍ତକୁ ଗିରଫକରିବାସହ ତଦନ୍ତ ଜାରିରଖିଛି ।

- Advertisement -

Leave A Reply

Your email address will not be published.