କୋର୍ଟରେ ହାଜରହେଲେ ସୋମାଲିକା

0 60

ଭୁବନେଶ୍ୱର,୨୭।୧(ଏସଏସନିଉଜ)ସୋମାଲିକାଙ୍କୁ ବିଧାୟକ ବିଜୟଶଙ୍କରଙ୍କ ପ୍ରତାରଣା ଅଭିଯୋଗ ମାମଲାରେଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେସୋମାଲିକା। କୋର୍ଟଙ୍କ ନୋଟିସ ଅନୁସାରେ ହାଜର ହୋଇଛନ୍ତି ସୋମାଲିକା।
ପ୍ରୋଟେଷ୍ଟ ପିଟିସନ ଦାଖଲ କରିବୁ କହିଛନ୍ତି ସୋମାଲିକାଙ୍କ ଓକିଲ।

Leave A Reply

Your email address will not be published.