ପିଲା ପାଇବେ ଗ୍ରେସମାର୍କ

0 61

ଭୁବନେଶ୍ୱର,୨୭।୧(ଏସଏସନିଉଜ)ତ୍ରୁଟିମାନିଲେ CHSE ପରୀକ୍ଷା ନିୟନ୍ତ୍ରକ।ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ।ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି।ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା।କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି।ମୋଟ ୧୯ନମ୍ବର ଚଏସ୍‌ ଡେଫିସିଟ ରହିଛି ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।ଯେଉଁପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍‌ ମାର୍କ ପାଇବେ।ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ।ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପ୍‌ଟ କରିଥିବେ ତାହାର ପୂରା ମାର୍କ ପାଇବେ।ତେଣୁ ସବୁପିଲାଙ୍କୁ ସମାନ ଗ୍ରେସ୍‌ ମାର୍କ ମିଳିବ ନାହିଁ।କେଉଁଠି ତ୍ରୁଟିରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।+୨ ଖାତା ଦେଖା ପ୍ରସଙ୍ଗରେ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇ କହିଲେଯେ,ମାର୍ଚ୍ଚ ୨୨ରୁ ମୂଲ୍ୟାୟନ, ଦୁଇଟି ପର୍ଯ୍ୟାୟରେ ହେବ।ମାର୍ଚ୍ଚ ୨୨ରୁ ଏପ୍ରିଲ୨ ପ୍ରଥମ ପର୍ଯ୍ୟାୟ ଓ ଏପ୍ରିଲ୪ରୁ ଏପ୍ରିଲ ୧୫ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ।

Leave A Reply

Your email address will not be published.