କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା

0 181

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) IPS  ସଂଜୀବ ପଣ୍ଡା ଆଜି କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ, ସାଇବର ଅପରାଧର ନିରାକରଣ ସହ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ।

Leave A Reply

Your email address will not be published.