ଚେତାବନୀଦେଲେ ଗ୍ରାମବାସୀ

0 211

ଗଞ୍ଜାମ,୨୨/୧୨(ଏସଏସନିୟୁଜ)ଆଉ ଦିନ କେଇଟା ପରେ ହେବ ପଂଚାୟତ ନିର୍ବାଚନ ।:ଏହାଭିତରେ ବିଭିର୍ଣ ସମସ୍ୟା କୁ ନେଇ ରାସ୍ତାକୁ ଆସିଛନ୍ତି ମହିଳା । ପାଣିପାଇଁ ରାସ୍ତାରେ ବସିଛନ୍ତି ମହିଳା ।ପାଣି ସମସ୍ୟା ଦୁର ନକଲେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଆସିକା ଚିନିଶିଳ୍ପ ନୂଆଗାଁର ବାସିନ୍ଦା ।ଏହାସହ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଉପୁଜୁଥିବା ସମସ୍ୟାକୁ ଉଠାଇଛନ୍ତି ମହିଳା ।ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ନଦେଲେ ଆଗାମି ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ପଛାଇବୁନାହିଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.