୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି

0 250

ଭୁବନେଶ୍ୱର,୨୨/୧୨(ଏସଏସନିୟୁଜ) ବୁଧବାର ରାଜ୍ୟ ସରକାର ୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରିଛନ୍ତି । ପିପିଲି ଆଡିସନାଲ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ପିପିଲି ସବରେଜିଷ୍ଟ୍ରାର, ଚାନ୍ଦାବାଲିର ଆଡିସନାଲ ତହସିଲଦାର ପ୍ରଶାନ୍ତ କୁମାର ମହାରାଣାଙ୍କୁ ଭୋଗରାଇର ଆଡିସନାଲ ତହସିଲଦାର, ଭଞ୍ଜନଗର ଆସିଷ୍ଟାଣ୍ଟ କଲେକ୍ଟର ବିକାଶ କୁମାର ଭୋଇଙ୍କୁ ଏଚଆଣ୍ଡ ୟୁଡି ବିଭାଗର ବୈଦେଶିକ ଅଧିକାରୀ , ବିଏମସି ଆସିଷ୍ଟାଣ୍ଟ କମିଶନର ରହିଥିବା ଅଂଶୁମାନ ରଥଙ୍କୁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ , ବାରିପଦାର ଆଡିସନାଲ ତହସିଲଦାର ସସ୍ମିତାଙ୍କୁ ବଡସାହିକୁ ଓ ସ୍ମୃତି ରଞ୍ଜନ ଟୁଡୁଙ୍କୁ ବାରିପଦାର ଆଡିସନାଲ ତହସିଲଦାର ଭାବରେ ବଦଳି କରାଯାଇଛି ।

Leave A Reply

Your email address will not be published.