କଟକରେ ପୁଣି ନକଲି ଜର୍ଦା କମ୍ପାନୀ

0 262

କଟକ,୧୫/୧(ଏସଏସନିୟୁଜ)ପୁଣି କଟକରେ ନକଲି ଜର୍ଦା କମ୍ପାନୀ ଠାବ କରିଛି ପୋଲିସ । ସଦର ଥାନା ସାସୋଳ ଗାଁ ରେ ଚାଲିଥିବା ଏହି କମ୍ପାନୀ ଉପରେ ଚଢାଉ କଲା ପୋଲିସ ।  ବହୁ ପରିମାଣର ନକଲି ଜର୍ଦା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି  । ଲକ୍ଷାଧିକ ଟଙ୍କା ର ନକଲି ଜର୍ଦା  ଜବତ ହୋଇଥିବାବେଳେ ଏହି ଘଟଣା ରେ ଜଣକୁ ଅଟକ ରଖିଛି । ପୋଲିସ ତଦନ୍ତ ଜାରି ରଖିଛି,ତେବେ ଜର୍ଦାପତ୍ର ର ଗୁଣ୍ଡ, କିଛି ରାସାୟନିକ ପଦାର୍ଥ ମିଶାଇ ନକଲି  କାଯ୍ୟ କରି ବହୁ ଦିନ ଧରି ଏହି ବ୍ୟବସାଇ ଚାଲୁଥିଲା ।

Leave A Reply

Your email address will not be published.