୩ଟି ଚାଷୀ ଆଇନ କୁ ବାତିଲ ଦାବିରେ କଂଗ୍ରେସର ଦାବିପତ୍ର

0 248

ଭୁବନେଶ୍ବର,୧୫/୧(ଏସଏସନିୟୁଜ) ଆଜି କଂଗ୍ରେସ ପକ୍ଷରୁ କେନ୍ଦ୍ରସରକାରଙ୍କ ପକ୍ଷରୁ ତିନଟି କଳା କୃଷିଆଇନକୁ ପ୍ରତ୍ୟାହାର ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ଏକ ବିଶାଳ ଶୋଭାଯାତ୍ରା  ହୋଇଯାଇଛି । ଏଥିରେ କଂଗ୍ରେସ ର ଯୁବ କଂଗ୍ରେସ. ଛାତ୍ର କଂଗ୍ରେସ. ମହିଳା କଂଗ୍ରେସ. କିସାନ କଂଗ୍ରେସ. ସହିତ କଂଗ୍ରେସ ର ସବୁ ବିଭାଗ କର୍ମୀ ସାମିଲ ହେଇଥିଲା । କେନ୍ଦ୍ର ସରକାର ତିନଟି ଚାଷୀ ଆଇନ କୁ ବାତିଲ କରିବା ଦାବି ରେ କଂଗ୍ରେସର ଶୋଭାଯାତ୍ରା  ଗଭର୍ଣର ହାଉସ ପାଖରୁ ବାହାରି  ରାଜ୍ୟପାଳଙ୍କୁ ସ୍ମାରକପତ୍ର  ଦେଇଥିଲେ । ଏଥିରେ ପିସିସି ସଭାପତି ନିରଂଜନପଟ୍ଟନାୟକ , ଜଟଣୀ ବିଧାୟକ. ସୁରେଶ ରାଉତରାୟ,ମିଜୋରାମ ମଣିପୁର କଂଗ୍ରେସ ପ୍ରଭାରୀ ଭକ୍ତ ଦାଶ. ରାମଚନ୍ଦ୍ର ଖୁଣ୍ଟିଆ. ଶିବାନନ୍ଦ ରାୟ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ଥିଲେ ।

 

 

Leave A Reply

Your email address will not be published.