ଡରାଉଛି ଚୀନ୍, ଭାରତ ପଠାଇଲା କ୍ଷେପଣାସ୍ତ୍ର

0 719

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୨୮/୦୬/୨୦, ରବିବାର
୧-ତିନିରଥର ଦକ୍ଷିଣମୋଡ଼ ଆଜି, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ ।
୨-ବାହୁଡା ଓ ସୁନାବେଶ ପାଇଁ କଟକଣା । ୩୦ ତାରିଖ ରାତି ୧୦ଟା ରୁ ୨ତାରିଖ ରାତି ୧୦ ପର‌୍ୟ୍ୟନ୍ତ କର୍ଫ୍ୟୁ ଏବଂ ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ ।
୩-ଓଡ଼ିଶା କ୍ୟାଡ଼ରର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ମିଳିଲା ନିଯୁକ୍ତି।
୪-ଏଣିକି ଆଜିଠୁ ମିଳି ପାରିବ କ୍ୟାପିଟାଲ ହସ୍ପିଟାଲରେ ହାଇ-ଏଣ୍ଡ୍ ପାଥୋଲୋଜି ସେବା ।ବ୍ଲଡ କଲଚରରୁ ଆରମ୍ଭ କରି ଏଫ୍ଏ୍ନ୍ସିବ ପର‌୍ୟ୍ୟନ୍ତ ୧୬ଟି ପରୀକ୍ଷା ହୋଇପାରିବ ।
୫-ଜଣେ ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ ୱାର୍ଡ ନଂ-୮ର ସୁଭଦ୍ରା ଆପାର୍ଟମେଣ୍ଟକୁ ଜିଲ୍ଲାପାଳଙ୍କ ଘୋଷଣା ।
୬-କଟକ ଜିଲ୍ଲାର ଥାନା ଆଇଆଇସି କରୋନା ସଂକ୍ରମିତ,ଥାନା ସିଲ୍ । ଥାନାର ୬ ପୁଲିସ ବାବୁ କ୍ବାରାଣ୍ଟିନରେ, ସଂସ୍ପର୍ଶରେ ୫୦ରୁ ଅଧିକ ।
୭-କୋଟିଏ ଛୁଇଁବ କରୋନା, ବିଶ୍ବରେ କରୋନା ସଂକ୍ରମଣ ସଂଖ୍ୟା ୯୯ ଲକ୍ଷ ୩୫ ହଜାରରୁ ଅଧିକ ରହିଛି।
୮-ବ୍ୟାଙ୍କିଂ ନିୟନ୍ତ୍ରଣ ଅଧ୍ୟାଦେଶ ଜାରି କଲେ ରାଷ୍ଟ୍ରପତି । ଏଣିକି ଆରବିଆଇ ଅଧୀନକୁ ଆସିବ ସହରୀ ସମବାୟ ବ୍ୟାଙ୍କ ।
୯-ବାବା ରାମଦେବଙ୍କ ସମେତ ୫ଜଣଙ୍କ ବିରୋଧରେ ମାମଲା ରୁଜୁ, ଭ୍ରମାତ୍ମକ ଔଷଧକୁ ନେଇ ରହିଛି ଅଭିଯୋଗ ।
୧୦-ଲଦାଖ୍ ସୀମାରେ ଭୟଙ୍କର ପରିସ୍ଥିତି, ଡରାଉଛି ଚୀନ୍, ଭାରତ ପଠାଇଲା କ୍ଷେପଣାସ୍ତ୍ର ।
୧୧-ବଢିବ ଭାରତୀୟ ସେନାର ଶକ୍ତି । ଶକ୍ତିଶାଳୀ ଏସ-୪୦୦ ମିଜାଇଲ୍ ସିଷ୍ଟମର ଆଗୁଆ ଯୋଗାଣ ପାଇଁ ରାଜି ହେଲା ଋଷିଆ ।

Leave A Reply

Your email address will not be published.