ଦଶମ ଶ୍ରେଣୀ ଛାତ୍ରୀଙ୍କ ଆମ୍‌ହତ୍ୟା

0 242

ରାଜନଗର,୨୨/୪(ଏସଏସନିଉଜ)ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁବାର ମଧ୍ୟାହ୍ନରେ ଘର ଭିତରେ ଫାଶୀ ଦେଇ ଆମ୍‌ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।ମୃତକ ହେଉଛନ୍ତି ମହେନ୍ଦ୍ର ସେଠୀଙ୍କ ଝିଅ ଯଶୋଦା । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.