ଦର୍ଶନ ଦେଲେ ବାବା କେଦାରନାଥ

0 373

ଭୁବନେଶ୍ୱର,୬/୫(ଏସ ଏସ ନିଉଜ) କେଦାରନାଥ ଧାମ
ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ।ବାବାଙ୍କ ମନ୍ଦିର ୧୫ କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି।ବାବାଙ୍କ ଦର୍ଶନ ପାଇଁ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମନ୍ଦିର ଖୋଲିବା ବେଳେ ଉପସ୍ଥିତ ଥିଲେ।

Leave A Reply

Your email address will not be published.